Dice Stop Ane app Amazon app ଗୋଟିଏ ବି ଗୀତ ଗାଇ ହେଉନାହିଁ କାହିଁକି ନା ବାରମ୍ବାର କ'ଣ କ'ଣ app ବାହାରୁଛି ଯାଣିହେଉ ନାହିଁ ଯେଉଁ ଗୀତ ବାଛିବ ସେହି ଗୀତ ଉପରେ ଟଚ୍ କରିଲା ବେଳକୁ app ବାହାରି ଯାଉଛି କ'ଣ କରିବା ସାହାଯ୍ୟ କରନ୍ତୁ ଆପଣ ପ୍ରଭୁ ଆପଣଙ୍କୁ ଆଶିର୍ବାଦ କରନ୍ତୁ ଅନୁରୋଧ କରୁଅଛି ଦୁଇ ଦିନ ମଧ୍ୟରେ ଠିକ୍ ଦିଅନ୍ତୁ ନହେଲେ app ରଖି କ'ଣ ହେବ
Advertisement